ଅପରାଜିତାଙ୍କୁ ବିରୋଧ କଲେ କର୍ମୀ: ଭୁବନେଶ୍ବରରେ ବିଜେପି ଦଳ ଦୁଇ ଭାଗ

ଭୁବନେଶ୍ବର: ବିଜେପିର ଗୋଷ୍ଠୀକନ୍ଦଳ ଏବେ ରାସ୍ତାକୁ ଆସିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ରାଜଧାନୀରେ ବିଜେପି ଆପାତତଃ ଦୁଇ ଭାଗ ହୋଇଯାଇଛି। ଆଜି ଏହାର ଚିତ୍ର ଦେଖିବାକୁ ମିଳିଥିଲା ଭରତପୁର(ୱାର୍ଡ ନଂ-୨୨)ରେ। ସାଂସଦ ନିଜ ସମର୍ଥକମାନଙ୍କ ସହ ଲୋକସମ୍ପର୍କ ପଦଯାତ୍ରା କରୁଥିଲା ‌େବଳେ ବିଜେପିର ଆଉ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି। ସେମାନେ କଳା ପତାକା ପ୍ରଦର୍ଶନ କରିବା ସହ ‘ଗୋ ବ୍ୟାକ୍’ ପ୍ଲାକାର୍ଡ ‌ଦେଖାଇ ସ୍ଲୋଗାନ୍ … Continue reading ଅପରାଜିତାଙ୍କୁ ବିରୋଧ କଲେ କର୍ମୀ: ଭୁବନେଶ୍ବରରେ ବିଜେପି ଦଳ ଦୁଇ ଭାଗ